ସେ byPRAVAT KUMAR •January 16, 2022 ସେ ସେ ହସିବାକୁ ଚେଷ୍ଟା କରେ ଅଧଚିପା ଅଧର ଉହାଡୁ, ତା ଆଖି ଥରିଗଲେ କଥା ସରେ ଏ ଆଖିର ଯେତେ ତେରେଛା ଚାହାଣୀ ସେ ନଚାହିଁବି ସବୁ ଧରାପଡେ । ନଇଁ ନଇଁ ଆସିଯାଏ ସଞ୍ଜ ଢଳିଲା ଆଖି ତା'ର ଲାଜେ ମୁଦିଲା ପରେ, ତା' ନିରବତା ହିଁ ଶବ୍ଦିଳ ଇଲାକା ମୁଁ ପାଏ କବିତାର ଖୋରାକ ସେଠୁ ମୋ କଲମ ତା' …